Basic Information

ଡକ୍ଟର ବିରଜେନ୍ଦୁ ପ୍ରସାଦ ସାମଲ ବର୍ତ୍ତମାନ ଭୁବନେଶ୍ୱରର ମହାବୀର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରୁଛନ୍ତି I ଡକ୍ଟର ସାମଲ ଏକାଡେମିକ୍ ଏବଂ ରିସର୍ଚ୍ଚ କ୍ଷେତ୍ରରେ ଜଣେ ପ୍ରଖ୍ୟାତ ପ୍ରଫେସର ଅଟନ୍ତି I ତାଙ୍କର ୩୦ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି | ସେ ସାମଗ୍ରୀ ଉତ୍ପାଦନ ଏବଂ ଡିଜାଇନିରେ ପାରଦର୍ଶୀ ଅଟନ୍ତି | ତାଙ୍କର ୫ଟି ପେଟେଣ୍ଟ ଅଛି | ଭାରତ, ଅଷ୍ଟ୍ରେଲିଆ ଏବଂ ୟୁକେ ସରକାରଙ୍କ ଠାରୁ ଏହି ପେଟେଣ୍ଟ୍ ଗୁଡିକ ହାସଲ କରିଛନ୍ତି | ଏହା ବ୍ୟତୀତ ସେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମିଳନୀରେ ଅନେକ ଶ୍ରେଷ୍ଠ ଜର୍ଣ୍ଣାଲ ପୁରସ୍କାର ପାଇଛନ୍ତି | ତାଙ୍କର ରିସର୍ଚ୍ଚର କ୍ଷେତ୍ର ହେଉଛି ମିଶ୍ରିତ ସାମଗ୍ରୀ ଉତ୍ପାଦନ ଏବଂ ତାହାର ଉପଯୋଗ |

WhatsApp Button